ଡାଳ ମେଲିବା

ଉଇକିଅଭିଧାନ‌ରୁ

ଡାଳ ମେଲିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ଡାଳ ମେଲା(ଲେ)ଇବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. (ବୃକ୍ଷାଦି) ବହୁଦୂରକୁ ଶାଖା ବିସ୍ତାର କରିବା —୧. To send forth or spread out branches (said of trees)
୨. (ଲକ୍ଷଣାର୍ଥ) ବହୁ ସନ୍ତାନ ସନ୍ତତି ଜନ୍ମ କରିବା — ୨. (figurative) To bring forth a bevy of offsprings.
୩. ପୁଅ, ଝିଅ, ନାତି, ଅଣନାତିଙ୍କଦ୍ୱାରା ନିଜର ବଂଶ ବୃଦ୍ଧି କରିବା —୩. To multiply (in progeny)

(ଯଥା—ଅଶି ବର୍ଷର ବୁଢ଼ୀ ଡାଳ ମେଲି କରି ବସିଛି )

୪. ନାନାଆଡେ ନାନା ସମ୍ପର୍କ ଲଗାଇବା — ୪. To spread out one's connection to various branches or points.