ଡାଳ ରତ୍ନ

ଉଇକିଅଭିଧାନ‌ରୁ

ଡାଳ ରତ୍ନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ବୃକ୍ଷ ଶାଖାର ଭୂଷଣ; literally that which is an ornament to the branches)—

କୋକିଳ —The cuckoo.

ବିଶେଷଣ -[ସମ୍ପାଦନା]

ଯେ (ଯେଉଁ ପକ୍ଷୀ) ବୃକ୍ଷ ଡାଳରେ ବସି ସୁସ୍ୱରରେ ଗାନ କରିବାଦ୍ୱାରା ଉକ୍ତ ଡାଳର ରତ୍ନ ସ୍ୱରୂପ ହୁଏ, ଅର୍ଥାତ୍ ଡାଳକୁ ମଣ୍ଡି ଦିଏ —(a bird) Adorning the branch of a tree when he perches on it and pours forth melodious tunes.

କୋଇଲି ଲୋ ! ଡାକିଲେ ଭାଷେ ଯେହ୍ନେ ଶାରୀ, ଡାଳରତ୍ନ ଶୁଆ ପ୍ରାୟେ ଭାଷୁଥାନ୍ତି ହରି ଲୋ କୋଇଲି ! ମାରକଣ୍ଡ ଦାଶ କେଶବ କୋଇଲି