ଡାସ୍

ଉଇକିଅଭିଧାନ‌ରୁ

ଡାସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଡ଼୍ୟାସ୍, ଡେସ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡାଷ୍)[ସମ୍ପାଦନା]

ଲେଖିବାବେଳେ ବ୍ୟବହୃତ ବିଶିଷ୍ଟ ବିରାମ—ଚିହ୍ନସୂଚକ ଏକପ୍ରକାର ଗାରୁ (—); ୨ଟି ପରସ୍ପରସମ୍ୱଦ୍ଧ ଶବ୍ଦର ସଂଯୋଜକ ଚିହ୍ନ — Dash.

[ଦ୍ରଷ୍ଟବ୍ୟ —ଗୋଟିଏ ଶବ୍ଦର କେତେକ ଅଂଶ ଏକ ଧାଡ଼ିରେ ଥାଇ ଜାଗା ନ ଅଣ୍ଟିଲେ ସେଠାରେ ଗୋଟିଏ ଡାସ୍ ଦେଇ ଅନ୍ୟ ଧାଡ଼ିରେ ବାକି ଅଂଶତକ ଲେଖାଯାଏ ଏହା ଗୋଟିଏ ଛୋଟ ବାମରୁ ଦକ୍ଷିଣକୁ ଲମ୍ୱ ଗାର ]