ଡାହାଣା

ଉଇକିଅଭିଧାନ‌ରୁ

ଡାହାଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଡାହାଣୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ—(ସଂସ୍କୃତ - ଡାକିନୀ=ଓ. ଡାହାଣୀର ପୁଂଲିଙ୍ଗରେ ଡାହାଣା)[ସମ୍ପାଦନା]

୧. ଖାଦ୍ୟଲୋଲୁପ; ଡହଳା; ଯେ ଅନ୍ୟ ବ୍ୟକ୍ତିର ଖାଇବା ପଦାର୍ଥ ପ୍ରତି ଲୋଲୁପ ଦୃଷ୍ଟି ପକାଏ; ଯେ ଖାଇବା ଲୋକର 'ପେଟରେ ପଶେ' — ୧. Yearing after or casting wistful glances on another man's food.

[ଦ୍ରଷ୍ଟବ୍ୟ —ଲୋକେ ବିଶ୍ୱାସ କରନ୍ତି ଯେ ଯେବେ ଖାଦ୍ୟଦ୍ରବ୍ୟ ପ୍ରତି ଅନ୍ୟ କେହି (ଡାହାଣା ପୁରୁଷ ବା ଡାହାଣୀ ସ୍ତ୍ରୀ) ଲୋଲୁପ ଦୃଷ୍ଟି ପକାଏ ତେବେ ସେ ଖାଦ୍ୟକୁ ଖାଇଲେ ପେଟ ଅସୁଖ ହୁଏ ବା ପେଟ ଟାଣେ ଡାହାଣା ବା ଡାହାଣୀ ଅମୁକ ଲୋକର 'ପେଟରେ ପଶିଛି' ବା ଖାଦ୍ୟରେ 'ଦୃଷ୍ଟି ପକାଇଛି' ବୋଲି ଲୋକେ କହନ୍ତି ପୁରୁଷ ଡାହାଣାଙ୍କ ଅପେକ୍ଷା ସ୍ତ୍ରୀ ଡାହାଣୀମାନଙ୍କ ସମ୍ୱନ୍ଧେ ଲୋକଙ୍କର ବିଶ୍ୱାସ ଆହୁରି ଭୟାନକ ଡାହାଣୀ ତଳେ ନୋଟ୍ ଦ୍ରଷ୍ଟବ୍ୟ ]

ଯେଉଁ ଲୋକ କୌଣସି ସୁନ୍ଦର ବସ୍ତୁ ବା ଜୀବ (ଶିଶୁ, ଯୁବତୀ) ପ୍ରତି ଲୋଲୁପ ଦୃଷ୍ୟି ପକାଏ ବା ତାକୁ 'ଖୁଣି ଦିଏ' —୨. One who casts wistful or covetuous glances at a beautiful infant or lady.