ଡାହାଣିଆ
ଦେଖଣା
ଡାହାଣିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବହୁଲୋକ ଯେଉଁ ଖାଦ୍ୟ ପଦାର୍ଥରେ ଦୃଷ୍ଟି ପକାଇବାରୁ ତାହା ସୁସ୍ୱାଦୁ ଲାଗେ ନାହିଁ; ଆଖିଦୃଷ୍ଟିଆ —୧. (food) Spoiled by being exposed to the public gaze.
(ଯଥା—ହାଟରେ ମାଛଗୁଡ଼ାକ ଡାହାଣିଆଁ ହୋଇଗଲାଣି )
- ୨. କୃଶ (ଯେଉଁ ଶିଶୁକୁ ଡାହାଣୀ ଦୃଷ୍ଟି ପକାଇଥାଏ ତାହା ପରି କୃଶ) —୨. Weak and emaciated.
- ୩. ଦକ୍ଷିଣ ପାର୍ଶ୍ୱସ୍ଥ — ୩. Belonging to the right side.
(ଯଥା—ହଳ ବା ଶଗଡ଼ର ଡାହାଣିଆଁ ବଳଦ)