ଡାହାଣିଆଁ ଖରା

ଉଇକିଅଭିଧାନ‌ରୁ

ଡାହାଣିଆଁ ଖରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ସୂର୍ଯ୍ୟାସ୍ତର ଅବ୍ୟବହିତ ପୂର୍ବରୁ ପଡ଼ିବା ଖରା ବା ସୂର୍ଯ୍ୟକିରଣ —The slanting rays of the sun just before it sets down.