Jump to content

ଡାହାଣିଆଁ ଦିଶିବା

ଉଇକିଅଭିଧାନ‌ରୁ

ଡାହାଣିଆଁ ଦିଶିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(କୌଣସି ବ୍ୟକ୍ତି ବା ଜୀବ) ଶ୍ରୀହୀନ ଓ ଶୀର୍ଣ୍ଣ ଦେଖାଯିବା — To Look pale and emaciated.

[ଦ୍ରଷ୍ଟବ୍ୟ —ଲୋକେ ବିଶ୍ୱାସ କରନ୍ତି ଯ ଯେଉଁ ସୁନ୍ଦର ଶିଶୁ ବା ଖାଦ୍ୟ ପଦାର୍ଥକୁ ଡାହାଣୀ ଖାଇଥାଏ ବା ଶୋଷିଥାଏ ତାହା ଶୁଖିଯାଏ ଓ ଶ୍ରୀହୀନ ହୁଏ]