ଡାହାଣୀ ଲାଗିବା

ଉଇକିଅଭିଧାନ‌ରୁ

ଡାହାଣୀ ଲାଗିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କୈଣସି ବ୍ୟକ୍ତିଠାରେ ଅପଦେବତାଙ୍କର ଆବିର୍ଭାବ ହେବା —Possession by evil spirits or witches.

ଡାହାଣୀ ହୋଇ ଲାଗିବା; ଗୁଣିଆ ହେଇ ଝାଡିବା—ଢଗ