ଡାହାଣ ବାଆଣ ବୋଦା
ଦେଖଣା
ଡାହାଣ ବାଆଣ ବୋଦା
ଉଚ୍ଚାରଣ
[ସମ୍ପାଦନା](ଡାହାଣ ବାହାଣ ବୋଦା—ଅନ୍ୟରୂପ)
ପ୍ରାଦେଶିକ - (ପୁରୀ, ଗଡଜାତ) ବିଶେଷ୍ୟ -
[ସମ୍ପାଦନା]କୌଣସି ଠାକୁରାଣୀଙ୍କ ଆଗରେ ଏକସମୟରେ ବଳି ଦିଆଯିବା ଦୁଇଟି ବୋଦା ବା ପଶୁ —Two victims killed simultaneously before a Goddess.
[ଦ୍ରଷ୍ଟବ୍ୟ —ଠାକୁରାଣୀଙ୍କୁ ଗୋଟିଏ ବଳି ଦେଲେ ସେ ଯେଉଁ ପରି ପ୍ରସନ୍ନ ହେବେ, ଦୁଇଟି ବଳି ଦେଲେ ତଦପେକ୍ଷା ବେଶି ପ୍ରସନ୍ନ ହୋଇ ବେଶି ବର ଦେବେ, ଏହି ବିଶ୍ୱାସରେ ବିପନ୍ନ ବ୍ୟକ୍ତିମାନେ ଠାକୁରାଣୀଙ୍କୁ ଡାହାଣ ବାଆଣ ବୋଦା ଯାଚନ୍ତି]