ଡାହାଳ କୁକୁର

ଉଇକିଅଭିଧାନ‌ରୁ

ଡାହାଳ କୁକୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଡାହାଳ କୁତା—ଅନ୍ୟରୁପ)

(ଡାହାଳ କୁତୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂ ଦଳିକ=ଡାଳ+କୁକ୍କୁର; ଏମାନ— ଙ୍କର ଦେହ ଡାଳ ପରି ସରୁ ଥିବାରୁ)[ସମ୍ପାଦନା]

ଏକପ୍ରକାର ଦୀର୍ଘକାୟ କ୍ଷୀଣକଟୀ ଲମ୍ୱପାଦ ଗୋଜିଆମୁହାଁ ଶିକାରୀ କୁକୁର — Grey hound.

[ଦ୍ରଷ୍ଟବ୍ୟ —ଏମାନଙ୍କର ଦେହ ଲମ୍ୱ ଓ ଛାପି— ଛାପିକା; ମୁଣ୍ଡ ଛୋଟ ଓ ମୁହଁ ଗୋଜିଆ; ପାଦ ସରୁ ଓ ଲମ୍ୱ;ଉଦର ଓ କଟି ଅତ୍ୟନ୍ତ କୃଶ; ଦେହର ଲୋମ ପାତାଳ ଏବଂ ଛୋଟ ଛୋଟ ଏମାନେ ଅତି ଦ୍ରୁତଗାମୀ ଏମାନଙ୍କୁ କୌଣସି ଜନ୍ତୁକୁ ଦେଖାଇ ଦେଲେ ବା ଜନ୍ତୁଠାରେ ଲଗାଇ ଦେଲେ ଉକ୍ତ ଜନ୍ତୁ ଏମାନଙ୍କ ଠାରୁ ସହଜରେ ପରିତ୍ରାଣ ପାଏ ନାହିଁ]