Jump to content

ଡାହି

ଉଇକିଅଭିଧାନ‌ରୁ

ଡାହି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବୃକ୍ଷର ଡାଳ — ୧. Branch
୨. ଛୋଟ ଡାଳ —୨. Small branch

ପୁଷ୍ପିତ ଏବେ ତୋର ହୋଇଛି ଡାହି—ମଧୂସୁଦନ. ଉତ୍ତର ରାମଚରିତ

ପ୍ରାଦେଶିକ - (ଗଡ଼ଜାତ ଓ ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ପାର୍ବତ୍ୟ ଜଙ୍ଗଲ ===

ଡାହି କାଟି ବିରିଙ୍ଗା ମାରି ଫସଲ କାଉ ଥିଲୁଁ— ଉତ୍କଳ ସାହିତ୍ୟ ୩୫୮, ୩୧୬: ପୃଷ୍ଠା