Jump to content

ଡା଼କ କାଗଜ

ଉଇକିଅଭିଧାନ‌ରୁ

ଡା଼କ କାଗଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଛୋଟଆଡ଼ାର କାଗଜରେ ଚିଠି ଲେଖାଯାଇ ଡାକରେ ପଠା ଯାଏ — Note-paper.

[ ଦ୍ର—ଏଥିରୁ ଏକ ଫର୍ଦ କାଗଜ ଲଫାଫାରେ ମୁଦାହୋଇ ସାଧାରଣ ଡାକମାସୁଲରେ ସ୍ଥାନାନ୍ତରିତକୁ ପ୍ରେରିତ ହୋଇ ପାରେ ବୋଲି ଏହି ନାମ]