Jump to content

ଡା ଡା

ଉଇକିଅଭିଧାନ‌ରୁ

ଡା ଡା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ

[ସମ୍ପାଦନା]

ଗୀତ ବୋଲିବା ପୂର୍ବରୁ ଉଚ୍ଚାରିତ ସ୍ୱରବନ୍ଧ — Recitation of a musical air by the singer before begining to sing a song.

[ ଦ୍ର—ବୋଲାଯିବା ଗୀତର ଅକ୍ଷର ଓ ଯତିକୁ ମିଳାଇ ପ୍ରଥମେ ଡା, ଡାରେ ଆଦି ବୋଲି ତା ପରେ ଗାୟକ ଗୀତ ବୋଲିବାକୁ ଆରମ୍ଭ କରନ୍ତି ]