ଡି

ଉଇକିଅଭିଧାନ‌ରୁ

ଡି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଡିଃ—ଅନ୍ୟରୁପ)

  • (file)

ଦେଶଜ - ଅ.[ସମ୍ପାଦନା]

ଡି ଡ (ଦେଖ) - Ḍi ḍi (See)

ଦେଶଜ - ବିଶେଷ୍ୟ - (କଚେରିଆ ବ୍ୟବହାର)[ସମ୍ପାଦନା]

୧. ଡିଗ୍ରୀର ସାଙ୍କେତିକ — ୧. Abbreviation for the word decree.

(ଯଥା—ଡିଗ୍ରୀଦାର=ଡି: ଦାର; ଡିଗ୍ରୀଡାରି=ଡି: ଜାରି)

୨. ଏକରର ଶହେଭାଗରୁ ଏକଭାଗ ବା ଡିସିମିଲ୍ର ସାଂଙ୍କେତିକ ଚିହ୍ନ —୨. Abbreviation for the word decimal of an acre.