ଡି! ଡି!

ଉଇକିଅଭିଧାନ‌ରୁ

ଡି! ଡି!

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଡିଃ ଡିଃ—ଅନ୍ୟରୂପ)

  • (file)

ଦେଶଜ - ଅ[ସମ୍ପାଦନା]

ହଳ ଓ ଗାଡ଼ିରେ ଲାଗିଥିବା ବଳଦମାନଙ୍କୁ ଚାଳନ କରିବାପାଇଁ ଚାଳକର ଉଚ୍ଚାରିତ ଧ୍ୱନି —Sound uttered to incite bullocks of a cart orplough to action.

[ ଦ୍ର—ବଳଦଙ୍କୁ ସ୍ଥଗିତ କରିବା ପାଇଁ ଉଚ୍ଚାରିତ ଧନି 'ହଃ']