ଡିଆଁଇବା

ଉଇକିଅଭିଧାନ‌ରୁ

ଡିଆଁଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଡୀନ)[ସମ୍ପାଦନା]

୧. ଡେଇଁ ବା କ୍ରିୟାର ଣିଜନ୍ତରୂପ — ୧. The causative of Deiñbā.


ଅନୁବାଦ[ସମ୍ପାଦନା]

ଡ଼ିଆଁଇବା, ଡ଼୍ୟାଇଁବାଅନ୍ୟରୂପ

ଅନୁବାଦ[ସମ୍ପାଦନା]

୨. ଗୋଟିଏ ଉଚ୍ଚ ପଦାର୍ଥ (ବାଡ଼ ବା ପାଚିରି)କୁ ଅତିକ୍ରମ କରାଇ କୌଣସି ବସ୍ତୁକୁ ନିକ୍ଷେପ କରିବା —୨. To throw a thing over a high fence wall.
୩. କୌଣସି ବ୍ୟକ୍ତି ବା ଜୀବ ଉଚ୍ଚ ବାଡ଼ି ଆଦି ଡ଼େଇଁ ଯିବାର ଉପାୟ କରିବା — ୩. To cause another to jump or leap over a high fence, wall or ridge.

(ଯଥା—ଅଣ୍ଡିରା ବାଛୁରୀକୁ ଗହ୍ମା ବେଦୀ ଉପେର ଡ଼ିଆଁଇବା)

୪. କୌଣସି ଚଉଡ଼ା ପଦାର୍ଥକୁ ଅତିକ୍ରମ କରିବା; ଟପିବା; ଡ଼େଇଁବା; କୁଦିବା — ୪. To overleap; to jump or leap over.
୫. ଦଉଡ଼ିବା — ୫. To run about; to frisk about.
୬. ହସ୍ତସ୍ଥିତ ପଦାର୍ଥକୁ ଉପରକୁ ଫୋପାଡ଼ି ପୁନର୍ବାର ଧରିବା — ୬. To toss a thing up; to throw a thing to the air and again catch it (e.g. a ball).

ନଳରାଜା ତା ଶୁଣି ଡ଼ିଆଇଁ ଖଡ୍ଡକୁ ବୋଇଲେ କାଟିକି ପୁଷ୍କର ତୋ ମୁଣ୍ଡକୁ—କୃଷ୍ଣସିଂହ, ମହାଭାରତ. ବନ

୭. ନାଚିବା —୭. To dance.
୮. ସ୍ପନ୍ଦିତ ହେବା —୨. To throb.

(ଯଥା—ମୋ ଡାହାଣ ଆଖି ଡିଆଁଉଛି)

୯. (ରୋଗ) ସଂକ୍ରମଣ କରିବା — ୯. To infect (said of contagious diseases).