ଡିଆଁଇବା
ଦେଖଣା
ଡିଆଁଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଡିଆଁଇବା
|
ଦେଶଜ - କ୍ରି. (ସଂସ୍କୃତ - ଡୀନ)
[ସମ୍ପାଦନା]- ୧. ଡେଇଁ ବା କ୍ରିୟାର ଣିଜନ୍ତରୂପ — ୧. The causative of Deiñbā.
ଅନୁବାଦ
[ସମ୍ପାଦନା]ଡ଼ିଆଁଇବା, ଡ଼୍ୟାଇଁବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଡିଆଁଇବା
|
- ୨. ଗୋଟିଏ ଉଚ୍ଚ ପଦାର୍ଥ (ବାଡ଼ ବା ପାଚିରି)କୁ ଅତିକ୍ରମ କରାଇ କୌଣସି ବସ୍ତୁକୁ ନିକ୍ଷେପ କରିବା —୨. To throw a thing over a high fence wall.
- ୩. କୌଣସି ବ୍ୟକ୍ତି ବା ଜୀବ ଉଚ୍ଚ ବାଡ଼ି ଆଦି ଡ଼େଇଁ ଯିବାର ଉପାୟ କରିବା — ୩. To cause another to jump or leap over a high fence, wall or ridge.
(ଯଥା—ଅଣ୍ଡିରା ବାଛୁରୀକୁ ଗହ୍ମା ବେଦୀ ଉପେର ଡ଼ିଆଁଇବା)
- ୪. କୌଣସି ଚଉଡ଼ା ପଦାର୍ଥକୁ ଅତିକ୍ରମ କରିବା; ଟପିବା; ଡ଼େଇଁବା; କୁଦିବା — ୪. To overleap; to jump or leap over.
- ୫. ଦଉଡ଼ିବା — ୫. To run about; to frisk about.
- ୬. ହସ୍ତସ୍ଥିତ ପଦାର୍ଥକୁ ଉପରକୁ ଫୋପାଡ଼ି ପୁନର୍ବାର ଧରିବା — ୬. To toss a thing up; to throw a thing to the air and again catch it (e.g. a ball).
ନଳରାଜା ତା ଶୁଣି ଡ଼ିଆଇଁ ଖଡ୍ଡକୁ ବୋଇଲେ କାଟିକି ପୁଷ୍କର ତୋ ମୁଣ୍ଡକୁ—କୃଷ୍ଣସିଂହ, ମହାଭାରତ. ବନ
- ୭. ନାଚିବା —୭. To dance.
- ୮. ସ୍ପନ୍ଦିତ ହେବା —୨. To throb.
(ଯଥା—ମୋ ଡାହାଣ ଆଖି ଡିଆଁଉଛି)
- ୯. (ରୋଗ) ସଂକ୍ରମଣ କରିବା — ୯. To infect (said of contagious diseases).