Jump to content

ଡିଆଁଇ ଦେବା

ଉଇକିଅଭିଧାନ‌ରୁ

ଡିଆଁଇ ଦେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅତିକ୍ରମ କରିବା; ବାଦ୍ ଦେବା — ୧. To pass over.

(ଯଥା—ମୁଁ ଅସଲକଥା ଡିଆଁଇ ଦେଇ ଅନ୍ୟ କଥା କହିଗଲି)

୨. (ରୋଗ) ଅନ୍ୟ ବ୍ୟକ୍ତି ଦେହକୁ ସଂକ୍ରମଣ କରାଇ ଦେବା — ୨. To cause one's disease to infect another person.