ଡିଆଁ ବେଙ୍ଗ

ଉଇକିଅଭିଧାନ‌ରୁ

ଡିଆଁ ବେଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ମସୃଣଶରୀରବିଶିଷ୍ଟ ବେଙ୍ଗ, ଏମାନେ ବହୁତ ବ୍ୟବଧାନ ଡ଼େଇଁ ପାରନ୍ତି — Leaping frog (a kind of frog).

[ଦ୍ରଷ୍ଟବ୍ୟ —ଲୋକଙ୍କର ବିଶ୍ୱାସ ଯେ ଏମାନେ ମନୁଷ୍ୟର ଆଖିକୁ ଡେଇଁ ପଡ଼ନ୍ତି]