ଡିଉଟି

ଉଇକିଅଭିଧାନ‌ରୁ

ଡିଉଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଡ଼୍ୟୁ଼ଟି—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡ଼୍ୟୁଟି)[ସମ୍ପାଦନା]

୧. କୌଣସି ବ୍ୟକ୍ତି ଉପେର ନ୍ୟସ୍ତ କର୍ତ୍ତବ୍ୟ କର୍ମ —୧. Particular duty assigned to a person.
୨. ଅବ୍କାରୀ ଦ୍ରବ୍ୟ ଉପେର ସରକାରଙ୍କ ନିର୍ଦ୍ଧାରିତ ଶୁଳ୍କ —୨. Duty or cess assessed on exciseable articles.
୩. ଡ଼ାକ୍ତରଖାନା ଆଦିରେ ମଳୁମାନଙ୍କୁ ଜଗିବା ପାଇଁ ପ୍ରତ୍ୟେକ ଛାତ୍ର ବା ଭୃତ୍ୟର ନିର୍ଦ୍ଧାରିତ ପାଳି — ୩. Turn of a student or servant to attend the patients etc in a hospital.