Jump to content

ଡିଉ ଡେଟ୍

ଉଇକିଅଭିଧାନ‌ରୁ

ଡିଉ ଡେଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ) (ମହାଜନୀ ସିରସ୍ତା)

[ସମ୍ପାଦନା]

ତମସୁକ ବା ହୁଣ୍ଡିଆଦିଦ୍ୱାରା ନିଆଯିବା ଟଙ୍କା ପରିଶୋଧ କରିବା ପାଇଁ ନିର୍ଦ୍ଧାରିତ ସମୟ — Due date of a hundi or bond.