ଡିକି

ଉଇକିଅଭିଧାନ‌ରୁ

ଡିକି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡିକ୍କୀ)[ସମ୍ପାଦନା]

୧. ରିଚାର୍ଡ ନାମକ ବ୍ୟକ୍ତିର ଡାକନାମ —୧. Dicky; nick name of Richard.


ଅନୁବାଦ[ସମ୍ପାଦନା]

(ଡିକ—ଅନ୍ୟରୂପ)

୨. (ଇଂରାଜୀ - ଡିକ୍କୀ= ଚାକର ବସିବା ପାଇଁ ମଟର଼ ଗାଡ଼ିର ପଛଆଡ଼େ ଥିବା ଆସନ) ମଟରଗାଡ଼ିର ଡ଼୍ରାଇଭର୍ ସହାୟକ ଭୃତ୍ୟ; କ୍ଳିନର୍ — ୨. A servant or cleaner who accompanies a motor-car and helps the driver in any trouble.