ଡିଗ୍ରୀ

ଉଇକିଅଭିଧାନ‌ରୁ

ଡିଗ୍ରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଡିଗିରୀ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡିକ୍ରି)[ସମ୍ପାଦନା]

୧. ଫଇସଲା; ଅଦାଲତଙ୍କ ନିଷ୍ପତ୍ତି ବା ବ୍ୟବସ୍ଥା —୧. Judicial decision; decree or final order.

[ଦ୍ରଷ୍ଟବ୍ୟ —ମକଦ୍ଦମା ବିଚାର କରି ସାରି ଅଦାଲତ ଗୋଟିଏ ରାୟ (Judgment) ଦିଅନ୍ତି; ସେଥିରେ ମକଦମାର ସମସ୍ତ ହାଲ୍ ଓ ମୀମାଂସାର କାରଣମାନ ଖୋଲା ହୋଇ ଲେଖା ଥାଏ, କିନ୍ତୁ ଡିଗ୍ରୀରେ ଅରଜିରେ ପ୍ରାର୍ଥିତ ଦାବୀ ଓ ଜିଣିଥିବା ପକ୍ଷ କି ପ୍ରତୀକାର କାହାଠାରୁ କିପରି ଆକାରରେ ପାଇବ ତାହାହିଁ କେବଳ ଲେଖା ଥାଏ ମୀମାଂସାର ହେତୁ— ବାଦମାନ ଡିଗ୍ରୀରେ ଲେଖା ହୋଇ ନ ଥାଏ]

୨. ମକଦ୍ଦମାରେ କୌଣସି ପକ୍ଷର ଜୟଲାଭ — ୨. Success of one party in litigation.
୩. ତାପମାନ ଯନ୍ତ୍ରରେ ତାପର ନିର୍ଦ୍ଦିଷ୍ଟ ପରିମାଣ — ୩. Degree of a thermometer.
୪. ସମକୋଣର ୧/୯: ଅଂଶ କୋଣର ପରିମାପକ ଭାଗ — ୩. One ninetieth part (୧/୯୦) of a right angle.
୫. ବିଶ୍ୱବିଦ୍ୟାଳୟରଲ ଉଚ୍ଚ ପରୀକ୍ଷାରେ ଉତ୍ତୀର୍ଣ୍ଣ ବ୍ୟକ୍ତିଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃମାନଙ୍କଦ୍ୱାରା ପ୍ରଦତ୍ତ ଉପାଧି ଗ୍ରାଜୁଏଟ୍ମାନଙ୍କ ଉପାଧି (ଯଥା; ବିଶେଷ୍ୟ - ଏ. ଏମ୍. ଏ. ବିଶେଷ୍ୟ - ଏଲ, ବି, ଇ;) —୫. Decree or title of academic distinction conferred on graduates of an university.