ଡିଗ୍ରୀଦାର୍

ଉଇକିଅଭିଧାନ‌ରୁ

ଡିଗ୍ରୀଦାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଦେଣଦାର୍—ବିପରୀତ)

=== ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡୀକ୍ରୀ ଓ ଫାରାସୀ - ଦାର୍) (କଚିରିଆଭାଷା)

ଯାହା ସପକ୍ଷରେ କୌଣସି ମକଦମା ଡିଗ୍ରୀ ହୋଇ ଥାଏ; ମକଦମାରେ ଜିଣିଥିବା ପକ୍ଷ — Decree-holder.