ଡିଗ୍ରୀ ଜାରି

ଉଇକିଅଭିଧାନ‌ରୁ

ଡିଗ୍ରୀ ଜାରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ ଭାଷା)[ସମ୍ପାଦନା]

(ଇଂ ଡିଗ୍ରୀ ଓ ଫାରାସୀ - ଜାରୀ ଅଦାଲତଙ୍କ ନିଷ୍ପତ୍ତିକୁ କାର୍ଯ୍ୟରେ ପରିଣତ କରାଯିବାର ପଦ୍ଧତି —Execution of a judicial decree or order.

ମକଦ୍ଦମାର ଏତାଲାନାମା ଡ଼ିଗ୍ରୀକାରୀ ପରୁଆଜା ସବୁ ନୋ ପାଖରେ ଅଛି ଫକୀରମୋହନ. ଛମାଣ ଆଠଗୁଣ୍ଠ