Jump to content

ଡିଗ୍ରୀ ଟଙ୍କା

ଉଇକିଅଭିଧାନ‌ରୁ

ଡିଗ୍ରୀ ଟଙ୍କା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(କଚିରିଆ ଭାଷା)

[ସମ୍ପାଦନା]

ଡିଗ୍ରୀଦାର୍ ଦେଣଦାର୍ ଠାରୁ ପାଇବା ପାଇଁ ଅଦାଲତ ଡିଗ୍ରୀ ଦେଇଥିବା ଟଙ୍କା; ଜର ଡିଗ୍ରୀ —Decretal amount.

[ଦ୍ରଷ୍ଟବ୍ୟ —ଡିଗ୍ରୀ ଟଙ୍କା ଆଦାୟ ହେବା ପାଇଁ ଦେଣଦାରର୍ ଚଳନ୍ତି ଓ ଅଚଳନ୍ତି ସମ୍ପତ୍ତି ନିଲାମ ହୁଏ ଏବଂ ଦେଣଦାର୍ର ଶରୀରରୁ (ଅର୍ଥାତ୍ ଡିଗ୍ରୀ ଟଙ୍କା ଆଦାୟ ହେବା ପର୍ଯ୍ୟନ୍ତ ଦେଣଦାରକୁ ଗିରଫ କରାଇ ଦେବାନ୍ଫାଟକରେ ବନ୍ଦୀ କରି ରଖିବା ଦ୍ୱାରା) ମଧ୍ୟ ଡିକ୍ରି ଡିଗ୍ରୀ ଟଙ୍କା ଆଦାୟ କରା ଯାଏ]