Jump to content

ଡିଗ୍ରୀ ଡିସମିସ୍

ଉଇକିଅଭିଧାନ‌ରୁ

ଡିଗ୍ରୀ ଡିସମିସ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଡିଗ୍ରୀ ଡିସିମିସି, ଡିଗ୍ରୀ ଢିସ୍(ସି)ମିସ୍(ସି)ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଇଂ) (ବିପରୀତାର୍ଥ ସହଚର)

[ସମ୍ପାଦନା]
୧. ମକଦ୍ଦମାରେ ଜୟଲାଭ ଓ ପରାଜୟ — ୧. A case being decreed in one's favour or dismissed against him.
୨. ଅନୁକୂଳ ଓ ପ୍ରତିକୂଳ ଆଦେଶ — ୨. Favourable and unfavourable orders.