ଡିଗ୍ରୀ ପାଇବା

ଉଇକିଅଭିଧାନ‌ରୁ

ଡିଗ୍ରୀ ପାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଡିଗ୍ରିହାସଲ—ଅନ୍ୟରୂପ)

ଦେଶଜ - କ୍ରି—(କଚିରିଆ ଭାଷା)[ସମ୍ପାଦନା]

ଅଦାଲତରୁ ଆପଣା ପକ୍ଷର ଅନୁକୂଳ ଆଦେଶ ପ୍ରାପ୍ତ ହେବା; ମକଦମାରେ ଜୟଲାଭ କରିବା —To get a decree; to win a case.