ଡିଙ୍ଗର

ଉଇକିଅଭିଧାନ‌ରୁ

ଡିଙ୍ଗର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଲିନଗ୍ ଧାତୁ=ପାଇବା+ଅର; ଲ ସ୍ଥାନରେ ଡ ଆଦେଶ)[ସମ୍ପାଦନା]

୧. ମୋଟା ଲୋକ —୧. Fat man.
୨. ବଦମାସ୍; ଦୁଷ୍ଟ ଲୋକ —୨. Wicked person.
୩. ଠକ —୩. Knave; a cheat.
୪. ଦାସ; ଗୋଲାମ —୪. Slave; servant.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍କ; ତୁଙ୍ଗ)[ସମ୍ପାଦନା]

ଟାଙ୍ଗର; ପାହାଡ଼ିଆ ଭୂମି —Hilly country.

ବନ ଡିଙ୍ଗର ଜିଣିଣ ଆସନ୍ତି ରଥୀଏ ସାରଳା. ମହାଭାରତ. ସଭା

ବିଶେଷଣ -[ସମ୍ପାଦନା]

୧. ଦୁଷ୍ଟ —୧. Wicked.
୨. ଶଠ —୨. Cheating. deceitful.

ଡିଙ୍ଗର ତୁଲେ ନ ଚାଲିବ ବାଟ କହନ୍ତିମାଏ. ଚଉତିଶା

୩. ଧୂର୍ତ୍ତ —୩. Cunning.

କୋଇଲି ଡିଙ୍ଗର ରାବଣ ବଡ଼ ଦୁଷ୍ଟ କାନ୍ତକୋଇଲି

୪. କଣା —୪. One-eyed.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ -[ସମ୍ପାଦନା]

ଅଧୂଷ୍ୟ —One who can not be defeated or over powered; indomitable.