ଡିଙ୍ଗରା

ଉଇକିଅଭିଧାନ‌ରୁ

ଡିଙ୍ଗରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - (ସଂସ୍କୃତ - ଡିଙ୍ଗର)[ସମ୍ପାଦନା]

ଦୁଷ୍ଟ — wicked.

ବିଶେଷ୍ୟ -[ସମ୍ପାଦନା]

(ଧ୍ୱନୀନୁକରଣ) ଧେଣ୍ଡୁରା; ଡେଙ୍ଗୁରା —Drum.