ଡିଟୋ ମାରିବା
ଦେଖଣା
ଡିଟୋ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡିଟୋ ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିଙ୍କର କଥାରେ ହଁ ମାରିବା — To ditto what another says; to ditto slavishly.
ଡିଟୋ ମାରିବା
ଦେଶଜ - କ୍ରିୟାପଦ - (ଇଂ ଡିଟ୍ଟୋ)
[ସମ୍ପାଦନା]ଅଗ୍ର ପଶ୍ଚାତ୍ ବା ଭଲ ମନ୍ଦ ବିଚାର ନ କରି କୌଣସି ବ୍ୟକ୍ତିଙ୍କ ପ୍ରକାଶିତ ମତରେ ଏକତମ ପ୍ରକାଶ କରିବା