ଡିଡାର୍

ଉଇକିଅଭିଧାନ‌ରୁ

ଡିଡାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶିକ - ବିଶେଷ୍ୟ - (ଆ)[ସମ୍ପାଦନା]

ଜମିଦାର ଓ ରାଜାମାନଙ୍କର ନିଜର ଚାଷବାସ, ଗୋରୁ ଗାଈ ଆଦିଙ୍କ ତତ୍ତ୍ୱନେଉଥିବା ବ୍ୟକ୍ତିଙ୍କୁ ଦିଆଯିବା ଜାଗିରି —Jaghir; service-tenure given to a servant who looks after the cattle and agriculture of a Raja or Zamindar.