Jump to content

ଡିପୋ

ଉଇକିଅଭିଧାନ‌ରୁ

ଡିପୋ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫରାସୀ)

[ସମ୍ପାଦନା]
୧. ଯେଉଁଠାରେ ମାଲମାନ ସଂଗୃହୀତ ହୋଇ ଜମା ରହେ; ଗୋଦାମ; ଭଣ୍ଡାର; ଗଞ୍ଜ — ୧. Depot for merchandise.

(ଯଥା—କୋଇଲା ଡିପୋ)

୨. ଯେଉଁଠାରେ ଦେଶାନ୍ତରକୁ ପ୍ରେରିତ କୁଲୀମାନେ ବିଦେଶକୁ ପଠାଯିବା ପୂର୍ବରୁ ଏକତ୍ର ବା ରୁଣ୍ଡ କରାଯାଆନ୍ତି — ୨. Cooly-depot.