ଡିମ୍ୱା ଡିମ୍ୱା

ଉଇକିଅଭିଧାନ‌ରୁ

ଡିମ୍ୱା ଡିମ୍ୱା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ରୋ.ଟ୍ରା. — Ḍimbā dimbā
  • ଆଇ.ପି.ଏ. — ɖˈɔ hɾˌɔʃʃoˈikaɾ mˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ ɖˈɔ hɾˌɔʃʃoˈikaɾ mˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -(ସଂସ୍କୃତ - ଡିମ୍ୱ)[ସମ୍ପାଦନା]

୧. ଆବୁଆବୁଆ — ୧. Bulbous.

ଯଥା—ତାଙ୍କ ଦେହରେ ଡିମ୍ୱାଡିମ୍ୱା ହୋଇ କଅଣ ଗୁଡ଼ାଏ ବାହାରି ଗଲାଣି)

୨. ଡିମ୍ୱପରି ଫୁଲି ଥିବା (ଆଖି) — ୨. Swollen (eye).

(ଯଥା—କାନ୍ଦି କାନ୍ଦି ତା ଆଖି ଡିମ୍ୱା ଡିମ୍ୱା ହେଲାଣି)

୩. ଡିମ୍ୱାକୃତି; ଡିମ୍ୱପରି ବୃତ୍ତାଭାସ ଆକାର ବିଶିଷ୍ଟ — ୩. Oval; elliptical; egg-shaped,

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଡିମ୍ୱପରି ଆକୃତି ବିଶିଷ୍ଟ ପଦାର୍ଥ — ୧. Any egg-shaped thing.
୨. ବହୁକାଳ ହେଲା ଗୋଦରା ହୋଇଥିବା ରୋଗୀର ଗୋଦର ଗୋଡ଼ ଉପରେ ବାହାରିବା ଅଣ୍ଡାକାର ଆବୁମାନ — ୨. Bulbous tumours appearing on the legs swollen with elephantiasis for a very long time.
୩. ଅଙ୍ଗ ପ୍ରତ୍ୟଙ୍ଗରେ ଆଳୁବାତ୍ରା ପରି ଫୁଲି ଥିବା ଫୁଲା ବା ଆବୁ —୩. Egg-shaped protuberances appearing on the body.