ଡିହି
ଦେଖଣା
ଡିହି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଡିହ ବା ଉଚ୍ଚ ଜମିରେ ଉତ୍ପାଦିତ (ଫସଲ) — ୧. (crop) Grown on homestead or high land.
(ଯଥା—ଡିହ ବାଇଗଣ; ଡିହି କପା ଇତ୍ୟାଦି)
- ୨. ଡିହ ସମ୍ୱନ୍ଧୀୟ — ୨. Relating to high land or homestead.
- ୩. ଡିହରେ ବାସ କରୁଥିବା — ୩. Living on homestead.
(ଯଥା—ଡିହି ନାଗ)
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -
[ସମ୍ପାଦନା]ଡିହ ଜମି; ଉତ୍ପାଦିକା ଶକ୍ତି ବଢ଼ିବାପାଇଁ ଦୁଇ ତିନି ବର୍ଷ ପଡ଼ିଆ ରଖାଯାଇଥିବା ଉଚ୍ଚ ଜମି —High land left fallow for ୨ or ୩ years for becoming more fertile.