ଡି. ପି. ଆଇ
ଦେଖଣା
ଡି. ପି. ଆଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଡି. ପି. ଆଇ
|
=== ବୈଦେଶିକ - ବିଶେଷ୍ୟ - (ଇଂ) (ସାଙ୍କେତିକ);
(ଡାଇରେକ୍ଟର୍ ଅଫ୍ ପବ୍ଲିକ୍ ଇନ୍ସ୍ଟ୍ରକ୍ ସନ୍ର ପ୍ରଧାନ ଶବ୍ଦତ୍ରୁୟର ଆଦ୍ୟ ୩ ଇଂରାଜି ଅକ୍ଷର) ସରକାରୀ ଶିକ୍ଷା ବିଭାଗର ପ୍ରାଦେଶିକ କର୍ତ୍ତା ବା ହାକିମ —D.P.I; abbreviation for the Director of Public Instruction of a province.
(ଯଥା—ବିହାର ଓଡୢଶାର ଡି. ପି. ଆଇ ମହାମତି ଫକସ୍ ସାହେବଙ୍କର ଓ ଭାଷାକୋଷର ପ୍ରକାଶ ସମ୍ୱନ୍ଧେ ପ୍ରଗାଢ଼ ଉଦ୍ୟମ ଓ ଉତ୍ସାହଦାନ ଲାଗି ସଂଗ୍ରାହକ ତାଙ୍କଠାରେ ଚିରଋଣୀ)