ଡେଉଁରିଆ
ଦେଖଣା
ଡେଉଁରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡମରୁ)
[ସମ୍ପାଦନା]- ୧. ଡଉଁରିଆ; ତାବିଜ; ମର୍ଦ୍ଦଳାକାର ଧାତୁମୟ ଅଳଙ୍କାରବିଶେଷ; ଧାତୁର ମର୍ଦ୍ଦଳାକାର କବଚ — ୧. Phylactery; an amulet; talisman; a charm made of metal; a drum-shaped locket.
[ଦ୍ରଷ୍ଟବ୍ୟ —ଧାତୁଦ୍ୱାରା ଡେଉଁରିଆ ତିଆରି ହୁଏ ସେଥି ମଧ୍ୟରେ ମନ୍ତ୍ରଲେଖା କାଗଜ ବା ଭୂଜପତ୍ର ଖଣ୍ଡ ବା ଜଡ଼ିବୁଟି ଭରି ଲୋକେ ଭୟ, ରୋଗ, ଗ୍ରହଦୋଷ ଓ କୁଦୃଷ୍ଟି ନିବାରଣାର୍ଥ ବେକରେ, ବାହୁରେ ଓ ଅଣ୍ଟାରେ ପିନ୍ଧନ୍ତି ସୁନା ରୂପାର ଡେଉଁରିଆ ତିଆରି କରି ଲୋକେ ଅଳଙ୍କାରରୂପେ ବେକରେ ଅଣ୍ଟାରେ ବା ବାହୁରେ ମଧ୍ୟ ବାନ୍ଧନ୍ତି ଅଷ୍ଟଧାତୁରେ ଡେଉଁରିଆ ଏକ ଧାତୁରେ ନିର୍ମିତ ଡେଉଁରିଆ ଅପେକ୍ଷା ବେଶି ଉପକାରୀ ଥିବାର କଥିତ ସ୍ତ୍ରୀଲୋକ— ମାନେ ଓ କେତେକ ପୁରୁଷ ସଉକୀରେ ବେକରେ ସୁନା ରୂପାର ଡେଉଁରିଆ ମାଳ କରି ପିନ୍ଧନ୍ତି ଗୁଣିଆ ମାନେ ବିପକ୍ଷର ମନ୍ତ୍ରଯନ୍ତ୍ରାଦି ଆଭିଚାରକୁ ପ୍ରତିହତ କରିବା ପାଇଁ ବାହାରେ ଡେଉଁରିଆ ବାନ୍ଧନ୍ତି]
- ୨. ଖଟ, ପଲଙ୍କ ଓ ବିମାନ ଆଦିର ବାଡ଼ରେ ଲଗାଯିବା ମୃଦଙ୍ଗାକାର କାଠି — ୨. Ornamental railings attached to the side-posts or head-plates of bedsteads, desks etc.