ଡେଙ୍ଗା
ଦେଖଣା
ଡେଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଡେଙ୍ଗୀ, ଡେଙ୍ଗେଈସ୍ତ୍ରୀ.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଙ୍ଗ, ଦୀର୍ଘ)
[ସମ୍ପାଦନା]- ୧. ଉଚ୍ଚତା —୧. Tallness; height.
- ୨. (ପୁଂ) ଉଚ୍ଚ ଲୋକ ବା ବସ୍ତୁ — ୨. Tall person or thing.
- ୩. ସର୍ବୋଚ୍ଚ ବ୍ୟକ୍ତି ବା ବସ୍ତୁ —୩. Highest or tallest person or thing.
ଡେଙ୍ଗା ମୁଣ୍ଡରେ ଠେଙ୍ଗା ବାଜେ—ପ୍ରବଚନ
ଅନୁବାଦ
[ସମ୍ପାଦନା]ଡେଙ୍ଗା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଦୀର୍ଘ; ଠିଆ ବାଗରେ ଲମ୍ୱା — ୧. Tall.
- ୨. (ପୁଂ) ଉଚ୍ଚ (ବ୍ୟ୍ୟକ୍ତି ବା ବସ୍ତୁ) — ୨. Tall (person or thing.)
ଶୀର୍ଣ୍ଣକାୟ, ନୁହେଁ ଡେଙ୍ଗା ଅଥବା ବାଙ୍ଗର ଚିନ୍ତାମଣି. ବିକ୍ରମାଦିତ୍ୟ
- ୩. ସରୁ ଅଥଚ ଉଚ୍ଚ — ୩. Slender and high; thin and tall.