ଡେଙ୍ଗୁରା

ଉଇକିଅଭିଧାନ‌ରୁ

ଡେଙ୍ଗୁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡିଣ୍ଡିମ)[ସମ୍ପାଦନା]

ଧେଣ୍ଡୁରା; ଢକ୍କା; ନାଗରା — Tomton; drum; kettle-drum.

ଡେଙ୍ଗୁରା ଦେଇ ବୁଲାଇବି ଦେଶ ପ୍ରାଚୀ ପ୍ରତାପ. ଶଶିସେଣା

[ଦ୍ରଷ୍ଟବ୍ୟ —ଏହା ଏକମୁହାଁ ଆନଦ୍ଧ ବାଦ୍ୟ; ୨ ଖଣ୍ଡ କାଠିଦ୍ୱାରା ୨ ହାତରେ ଏହା ବଜା ଯାଏ କୌଣସି ସଂବାଦ ସାଧାରଣରେ ବା ପ୍ରକାଶ୍ୟରେ ଘୋଷଣା କରିବା ନିମନ୍ତେ ଡେଙ୍ଗୁରା ବଜାଇ ତାହା ପ୍ରଚାର କରାଯାଏ

ଆମ ଦେଶରେ ସଧବା ସ୍ତ୍ରୀ ମୃତା ହେଲେ ତାହାର ଶବ ଆଗରେ ଡେଙ୍ଗୁରା ବଜାଇ ଶବକୁ ଶ୍ମଶାନକୁ ନିଅନ୍ତି; ଏହାକୁ ଅହ୍ୟଡେଙ୍ଗୁରା ବୋଲାଯାଏ]