ଡେମ୍ଫ
ଦେଖଣା
ଡେମ୍ଫ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ)
[ସମ୍ପାଦନା]୧ : ପତ୍ର, ଫୁଲ ଓ ଫଳ ଆଦିର ବୃନ୍ତ ବା ନାଡ଼ — ୧. Stalk; petiole; foot-stalk (of a fruit, flower or leaf.
- ୨. ପ୍ରାଦେଶ ପରିମାଣ; ବିସ୍ତାରିତ କରତଳର ବୁଢ଼ା ଆଙ୍ଗୁଠିର ଅଗରୁ ବିଶି ଆଙ୍ଗୁଠିର ଅଗ ପର୍ଯ୍ୟନ୍ତ ବିସ୍ତାରର ପରିମାଣ —୨. The span of the stretched-out palm between the tips of the thumb and the fore finger.
[ ଦ୍ର—ବିସ୍ତୃତ କରତଳର ବୁଢ଼ା ଆଙ୍ଗୁଠିର ଅଗଠାରୁ କାଣୀ ଆଙ୍ଗୁଠିର ଅଗ ପର୍ଯ୍ୟନ୍ତ ବିସ୍ତୃତିକୁ ଚାଖଣ୍ଡ ବୋଲାଯାଏ ]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଦଫ୍; ଡଫ୍)
[ସମ୍ପାଦନା]କାଠ, ତମ୍ୱା ବା ପିତଳର ଏକପ୍ରକାର ଛୋଟ ଆନଦ୍ଧ ବାଦ୍ୟ; ଡମ୍ଫ (ଏହାର 'ଆକାର' ଡାଲା ପରି; ଏହାର ଗୋଟାଏ ପାଖ ଚମଡାରେ ଆବୃତ ଓ ଆଉ ଗୋଟାଏ ପାଖ ମେଲା ଥାଏ, ଏହା ୨ ଖଣ୍ଡ କାଠିଦ୍ୱାରା ୨ ହାତରେ ବଜାଯାଏ) — A kind of small shallow kettle-drum covered with hide on one side; tabor.