Jump to content

ଡୋଲିରେ ବସିବା

ଉଇକିଅଭିଧାନ‌ରୁ

ଡୋଲିରେ ବସିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଯାଜପୁର)କ୍ରିୟାପଦ -

[ସମ୍ପାଦନା]

ଭାର ଘେନି ଯିବା; ବାଲ୍ୟବିବାହିତା କନ୍ୟା ରଜସ୍ୱଳା ହେବା ପରେ ପ୍ରଥମେ ଶ୍ୱଶୁରାଳୟକୁ ଯିବା; ପହିଲିପାଳି ଯିବା — (said pf an early-married girl) To start for the husband's house for the first time for consummation of marriage after. attaining puberty.

(ଯଥା—ଝିଅଟା ଆସି ଡୋଲିରେ ବସିଲାଣି, ତେବେ ତାର ପିଲା ବୁଦ୍ଧି ଛା଼ଡ଼ୁ ନାହିଁ)