ଡୋଲି ଲେଉଟା

ଉଇକିଅଭିଧାନ‌ରୁ

ଡୋଲି ଲେଉଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦ. (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ଝିଅ ପହିଲିପାଳି ଯାଇ ତହିଁ ଆର ଦିନ ବାପ ଘରକୁ ଫେରି ଆସି ସଙ୍ଗେ ସଙ୍ଗେ ସାମାନ୍ୟ କେତେକ ଭାର ନେଇ ସେହି ପୁଣି ଶାଶୁଘରକୁ ଫେରି ଯିବା — The coming back of a matured girl to her husband's houd the very day she is brought back therefrom on the next day of her first trip to the husband's house for consummation of marriage.