ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଚତୁର୍ଦ୍ଦଶ ବ୍ୟଞ୍ଜନ ଓ ଟ ବର୍ଗ ୪ର୍ଥ ବର୍ଣ୍ଣ ଏହାର ଉଚ୍ଚାରଣ ସ୍ଥାନ ମୁର୍ଦ୍ଧା ସାଧାରଣତଃ ଏ ଅକ୍ଷର ଓଡ଼ିଶା ଶବ୍ଦର ଆଦ୍ୟରେ ଥିଲେ ଏହା ଢ, ମଧ୍ୟ ବା ଶେଷରେ ଥିଲେ ଢ଼ ଉଚ୍ଚାରିତ ହୁଏ —The ୧୪th consonant (cerebral); corresponding to the d. sound joined with. h. sound as in mad-house. This letter has no corresponding letter in English, but is transliterated in this work into ḍh. The letter ଢ଼ has the sound of ṟḍ̠ added to h, as in birdhouse and is transliterated into ṟḍ̠ẖ.

  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଢାକ୍କା; ଢୋଲ —୧. Drum.
୨. କୁକ୍କୁର —୨. Dog.
୩. କୁକ୍କୁରର ଲାଙ୍ଗୁଡ଼ —୩. Tail of a dog.
୪. ଧ୍ୱନି —୪. Sound.
୫. ସର୍ପ —୫. Serpent.

ବିଶେଷଣ -[ସମ୍ପାଦନା]

ନିର୍ଗୁଣ —Worthless; devoid of qualily.