ଢଉ ଛତୁ

ଉଇକିଅଭିଧାନ‌ରୁ

ଢଉ ଛତୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ସଂସ୍କୃତ - ଧବ+ଛତ୍ରାକ)[ସମ୍ପାଦନା]

ଧବ ଗଛର ଗଣ୍ଡି ଓ ମୂଳରେ ବାହାରିବା ଏକପ୍ରକାର ଛତୁ — A kind of mushroom growing on the trunk and foot of Dhaba tree.

[ ଦ୍ର—ଏହା ହାତୀକାନ ବା ବେଣ୍ଟ ନ ଥିବା ପଙ୍ଖା ଆକୃତି— ବିଶିଷ୍ଟ ଓ ବଡ଼ ଏଥିର ଗୁଣ୍ଡା ପୋଡ଼ା ଘାଆ ପ୍ରତି ମହୌଷଧ]