Jump to content

ଢକ

ଉଇକିଅଭିଧାନ‌ରୁ

ଢକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବଟକ)

[ସମ୍ପାଦନା]
୧. ବଣିଆଁଙ୍କ ବ୍ୟବହୃତ ବଟକରା — ୧. A standdard weighing bit used by goldsmiths; a metal piece used as a standard of weight.
୨. କେବେଳ ଖୋଳ, ଫମ୍ପା ଆବରଣ — ୨. Empty frame.

(ଯଥା—ନ ଖାଇ ନ ପିଇ ତାର ବର୍ତ୍ତମାନ ଢକ ରହିଲାଣି)

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -

[ସମ୍ପାଦନା]

ଢଗ —Doggerel sayings.