ଢକଢକ

ଉଇକିଅଭିଧାନ‌ରୁ

ଢକଢକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - (ଧ୍ୱନ୍ୟନୁକରଣ) ଅ. (ବହୁଶବ୍ଦବ୍ୟଞ୍ଜକ) (ତୁଳ. ସଂ, ଢୌକ ଧାତୁ=ଗତି କରିବା)[ସମ୍ପାଦନା]

ପାଣି ଏକାଧିକ ଥର ଢୋକି କରି ପିଇବାର କଣ୍ଠଶବ୍ଦ —The sound of swallowing or gulping any liquid.

ବାଘସିଂହଙ୍କ ଘରଆଡ଼େ ତକତକ କରି ଢାଳେ ପାଣି ପିଇ ଦେଇ ପଡ଼ି ଗଲେ ଫକାରମୋହନ. ଛମାଣ ଆଠଗୁଣ୍ଠ