ଢକଢକ
ଦେଖଣା
ଢକଢକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - (ଧ୍ୱନ୍ୟନୁକରଣ) ଅ. (ବହୁଶବ୍ଦବ୍ୟଞ୍ଜକ) (ତୁଳ. ସଂ, ଢୌକ ଧାତୁ=ଗତି କରିବା)
[ସମ୍ପାଦନା]ପାଣି ଏକାଧିକ ଥର ଢୋକି କରି ପିଇବାର କଣ୍ଠଶବ୍ଦ —The sound of swallowing or gulping any liquid.
ବାଘସିଂହଙ୍କ ଘରଆଡ଼େ ତକତକ କରି ଢାଳେ ପାଣି ପିଇ ଦେଇ ପଡ଼ି ଗଲେ ଫକାରମୋହନ. ଛମାଣ ଆଠଗୁଣ୍ଠ