ଢକା ପିଟିବା

ଉଇକିଅଭିଧାନ‌ରୁ

ଢକା ପିଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ଢକ୍କା ପିଟିବା, ଢକ୍କାବଜା (ଜେ) ଇବା—ଅନ୍ୟରୂପ]

ଦେଶଜ - କ୍ରି. (ଲକ୍ଷଣାର୍ଥ)[ସମ୍ପାଦନା]

କୌଣସି ବିଷୟ ଜନସମାଜରେ ପ୍ରଚାର କରିବା — To publish a thing.

ସରସେ ପିଟିବେ ଢକା ସମ୍ପାଦିବୁ ଏତେ ଏକା କବିସୂର୍ଯ୍ୟ, କିଶୋରଚମ୍ପୂ ସ ଗୀତ