ଢଗ ଢମାଳି
ଦେଖଣା
ଢଗ ଢମାଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଢଗ ଢମାଳି
|
ଦେଶଜ - ବିଶେଷ୍ୟ - (ସହଚର; ପ୍ରାୟ ଏକାର୍ଥବୋଧକ ଶବ୍ଦ)
[ସମ୍ପାଦନା]- ୧. ଢଗ ଓ ଢମାଳି — ୧. Banter; badinage.
- ୨. ବାଜେ ବା ଅପ୍ରୟୋଜନୀୟ କଥା — ୨. Miscellaneous or useless words.
ତମପଣେ ବର୍ଣ୍ଣୁଛି ମୁଁ ଗୋବିନ୍ଦଚରିତ ଢଗଢମାଳି ହେଲେହେଁ ସାକ୍ଷାତେ ଅମୃତ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
[ଦ୍ରଷ୍ଟବ୍ୟ —ଢଗରେ ପଦ ମାନଙ୍କ ଶେଷ ଅକ୍ଷରର ମେଳଥାଏ ଓ କୌଣସି କୌଣସି ଢଗରେ ଉପଦେଶ ଓ ଅନୁଭବପୂର୍ଣ୍ଣ ବଚନ ଥାଏ ଢ଼ମାଳି ବ୍ୟଙ୍ଗୋକ୍ତି ବହୁଳ ଏବଂ ତହିଁରେ ଅକ୍ଷରର ମେଳ ନ ଥାଏ ]