ଢଗ ଢମାଳି

ଉଇକିଅଭିଧାନ‌ରୁ

ଢଗ ଢମାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର; ପ୍ରାୟ ଏକାର୍ଥବୋଧକ ଶବ୍ଦ)[ସମ୍ପାଦନା]

୧. ଢଗ ଓ ଢମାଳି — ୧. Banter; badinage.
୨. ବାଜେ ବା ଅପ୍ରୟୋଜନୀୟ କଥା — ୨. Miscellaneous or useless words.

ତମପଣେ ବର୍ଣ୍ଣୁଛି ମୁଁ ଗୋବିନ୍ଦଚରିତ ଢଗଢମାଳି ହେଲେହେଁ ସାକ୍ଷାତେ ଅମୃତ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

[ଦ୍ରଷ୍ଟବ୍ୟ —ଢଗରେ ପଦ ମାନଙ୍କ ଶେଷ ଅକ୍ଷରର ମେଳଥାଏ ଓ କୌଣସି କୌଣସି ଢଗରେ ଉପଦେଶ ଓ ଅନୁଭବପୂର୍ଣ୍ଣ ବଚନ ଥାଏ ଢ଼ମାଳି ବ୍ୟଙ୍ଗୋକ୍ତି ବହୁଳ ଏବଂ ତହିଁରେ ଅକ୍ଷରର ମେଳ ନ ଥାଏ ]