ଢଙ୍କ

ଉଇକିଅଭିଧାନ‌ରୁ

ଢଙ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - କଣ୍ଡୁରା, ଅବ୍ୟଙ୍ଗା)[ସମ୍ପାଦନା]

ଶିମ୍ୱାଦି ବର୍ଗର ଲତା ଓ ତହିଁର ଛୁଇଁ; ବାଇଢଙ୍କ —A species of creeper and its bean, cowitch.

[ଦ୍ରଷ୍ଟବ୍ୟ —ଏହା ଦୁଇ ଜାତୀୟ ଏକ ଜାତୀୟ ବନ୍ୟଜ ଏହାର ଛୁଇଁ ଉପରେ ଆଁଶୁ ଥାଏ ଏହା ଦେହରେ ଲାଗିଲେ ଭୟଙ୍କର

ଗଲୁ ହୁଏ ଏହାକୁ ବାଇଢଙ୍କ କହନ୍ତି ଅନ୍ୟ ଜାତୀୟ ଲତାକୁ ଲୋକେ ବାଡ଼ି ଓ ଅଗଣାରେ ଲଗାନ୍ତି ଏହାର ଛୁଇଁ ତରକାରୀ ରୂପେ ବ୍ୟବହୃତ ହୁଏ ଓ ଏ ଛୁଇଁରେ ଆଁଶୁ ନ ଥାଏ ] 

ଦେଶଜ - ବିଶେଷଣ -[ସମ୍ପାଦନା]

ଢଙ୍କସର ପାଣି (ଦେଖ) - Ḍhaṅkasara pāṇi (See)



ଢଙ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଢଂ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଙ୍ଗୀ; ଢ଼ଗ, ଢ଼ଂଗନ=ଗତି)[ସମ୍ପାଦନା]

୧. ଢାଞ୍ଚା; ରୀତି; ଭଙ୍ଗୀ — ୧. Manner; method; mode; fashion.
୨. ସୁବ୍ୟବହାର; ଭଦ୍ରତା — ୨. Good treatment; manners.

ଅଢ଼ଙ୍ଗରେ ଢ଼ଙ୍ଗ ନାହିଁ, କଟକ ବାଇଦ ଶୁଭେ ନାହିଁ—ଢ଼ଗ

୩. ପ୍ରକାର —୩. Kind; sort.
୪. ଉପାୟ —୪. Means.
୫. ଗଢ଼ଣ —୫. Make; build.
୬. ଲକ୍ଷଣ —୬. Indication; trait.
୭. ଚାଲି; ଚଳନ; ଆଚରଣ —୭. Conduct.