ଢଙ୍କଣ

ଉଇକିଅଭିଧାନ‌ରୁ

ଢଙ୍କଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଢେଙ୍କଣ; ସରୁ ବାଉଁଶର ଲଗି — ୧. A long and thin bamboo pole.
୨. ଓଲିଆ ଓ ଦୁଷ୍ଟ ଗୋରୁଙ୍କ ବେକରେ ଓହଳାଇ ଦିଆଯିବା ବାଉଁଶ ବା କାଠର ଖଣ୍ଡ; କାଠ ଘଣ୍ଟ — ୨. A log of bamboo or wood suspended from the neck of wicked cattle.