ଢଙ୍କଣ ପାଳି

ଉଇକିଅଭିଧାନ‌ରୁ

ଢଙ୍କଣ ପାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଢ଼ଙ୍କଣ ଧରି ଜମିଦାରଙ୍କ କଚେରୀ ବା ଖମାରବାଡ଼ିର ଫସଲ ଖାଇବାକୁ ଆସିବା ମାଙ୍କଡ଼ମାନଙ୍କୁ ଜଗିବା ପାଇଁ ପ୍ରଜାଙ୍କ ମଧ୍ୟରେ ବେଠି ବଣ୍ଟାଯାଇ ଥିବା ପାଳି —Turn for scaring away monkeys from a zamindar's Kutchery-house and its adjoining garden.